ଯୋଗାଯୋଗ ସାଟେଲାଇଟ୍‌ ‘ସିଏମ୍‌ଏସ୍‌-୦୧’ ଉତ୍‌କ୍ଷେପଣ କରିବ ‘ପିଏସ୍‌ଏଲ୍‌ଭି-ସି୫୦’: ଇସ୍ରୋ

ନେଲୋର‌: ଡିସେମ୍ବର ୧୭ ତାରିଖରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’(ପିଏସ୍‌ଏଲ୍‌ଭି-ସି୫୦) ଦ୍ୱାରା ସୂଚନା ପ୍ରସାରଣ ସାଟେଲାଇଟ୍‌ (କୃତ୍ରିମ ଉପଗ୍ରହ) ‘ସିଏମ୍‌ଏସ୍‌-୦୧’ ଉତ୍‌କ୍ଷେପଣ କରାଯିବ ବୋଲି ଶୁକ୍ରବାର ଦିନ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କହିଛି। ‘ଇସ୍ରୋ’ କହିବା ଅନୁସାରେ, ‘ପିଏସ୍‌ଏଲ୍‌ଭି-ସି୫୦’ ହେଉଛି ‘ପୋଲାର୍‌ ସାଟେଲାଇଟ୍‌ ଲଞ୍ଚ୍‌ ଭେଇକ୍ଲ୍‌’ର ୫୨ତମ ଅଭିଯାନ। ଶ୍ରୀହରିକୋଟାର ‘ଏସ୍‌ଏଚ୍‌ଏଆର୍‌’ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରର ଦ୍ୱିତୀୟ ଲଞ୍ଚ୍‌ … Continue reading ଯୋଗାଯୋଗ ସାଟେଲାଇଟ୍‌ ‘ସିଏମ୍‌ଏସ୍‌-୦୧’ ଉତ୍‌କ୍ଷେପଣ କରିବ ‘ପିଏସ୍‌ଏଲ୍‌ଭି-ସି୫୦’: ଇସ୍ରୋ